ମାସ୍କ୍ ପିନ୍ଧିବା ଦ୍ବାରା କରୋନା ଭୂତାଣୁ ଭାସମାନ ଜଳୀୟକଣିକା ମାଧ୍ଯମରେ ଶ୍ବାସନଳୀ ଏବଂ ଫୁସ୍ ଫୁସ୍ କୁ ପ୍ରବେଶ କରିବାର ସମ୍ଭାବନା କମ୍ ହୁଏ |